ବଜାରରେ ସୁନାର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ସର୍ରାଫା ବଜାରରେ ଶୁକ୍ରବାର ସୁନାର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ରୁପା ଦର ହ୍ରାସ ପାଇଛି। ୯୯୯ ଶୁଦ୍ଧତା ଥିବା ସୁନା ଦାମ ୫୨ହଜାରରେ ପହଞ୍ଚି ଯାଇଛି। ସେହିପରି ୯୯୯ଶୁଦ୍ଧତା ଥିବା ଏକ କିଲୋ ରୁପା ମୂଲ୍ୟ ୬୧ହଜାର ହୋଇଛି। ଏହାଫଳରେ ରୁପାର କୌଣସି ସାମଗ୍ରୀ କିଣିବାକୁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ରହିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଆଜି ସକାଳେ ୯୯୫ଶୁଦ୍ଧତା ଥିବା … Continue reading ବଜାରରେ ସୁନାର ମୂଲ୍ୟ ବୃଦ୍ଧି